କର୍ପୋରେଟ୍

ନେତୃତ୍ୱ

ଶ୍ରୀ ଗଜାନନ ଏସ୍. କାଲେ ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ

ଶ୍ରୀ କାଲେ ହେଉଛନ୍ତି ୨୮ବର୍ଷରୁ ଅଧିକ ଅଭିଜ୍ଞତାସଂପର୍ଣ୍ଣ ଯିଏ କି ବିଇ(ଇଲେକ୍ଟ୍ରିକାଲ ପାୱାର ସିଷ୍ଟମ୍) ଏମ୍ ଟେକ୍(ଇଂଟିଗ୍ରେଟେଡ୍ ପାୱାର ସିଷ୍ଟମ୍) , ଏମବିଏ (ଫାଇନାନ୍ସ) ଏବଂ ଟାଟା ପାୱାର ପରିଚାଳିତ ସିନିୟର ଲିଡରସିପ୍ ଡେଭେଲପମେଣ୍ଟ ପ୍ରୋଗ୍ରାମ ଜରିଆରେ ଆଡଭାନ୍ସ ମ୍ୟାନେଜମେଣ୍ଟ ଆଇଆଇଏମ୍ ଅହମ୍ମଦାବାଦରୁ ଡିଗ୍ରୀଧାରଣ କରିଛନ୍ତି। ଏତତ୍ ସହିତ ଏନଆଇଟି ନାଗପୁରର ପୁରାତନ ଛାତ୍ର। ବର୍ତ୍ତମାନ ସେ ଟିପିଡବ୍ଲୁଓଡିଏଲ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ମ୍ୟାନେଜରିଆଲ୍ କର୍ମଚାରୀ ।

ଶ୍ରୀ ସତୀଶ୍ କୁମାର ମୁଖ୍ୟ ବିତ୍ତ ଅଧିକାରୀ

ଶକ୍ତି କ୍ଷେତ୍ରରେ ଶ୍ରୀ କୁମାରଙ୍କର ୨୪ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ସେ ରାଞ୍ଚି ବିଶ୍ୱବିଦ୍ୟାଳୟର ବାଣିଜ୍ୟ ସ୍ନାତକ କରିଛନ୍ତି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆଣ୍ଡ ୱାର୍କସ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଡବ୍ଲୁଏଆଇ) ର ସଦସ୍ୟ ମଧ୍ୟ ଅଟନ୍ତି। ସେ ମୁଖ୍ୟ ଆର୍ଥିକ ଅଧିକାରୀ ଏବଂ କମ୍ପାନୀର ମୁଖ୍ୟ ମ୍ୟାନେଜର୍ କର୍ମଚାରୀ ଭାବରେ କାର୍ଯ୍ୟରତ ଅଛନ୍ତି |

Mr. Shishir Dudeja Company Secretary

Mr. Dudeja has more than 12 years of experience in corporate secretarial, compliance, and legal functions. He is a fellow member of the Institute of the Company Secretaries of India (ICSI), LL.M. (GGSIPU), M. Com (IGNOU), LL.B. (MJPRU) and Commerce Graduate from Rohilkhand University. Currently, he is designated as Company Secretary and the Key Managerial Personnel of the Company.