ନିରନ୍ତରତା

ସିଏସଆର୍ ଓଭରଭ୍ୟୁ

ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବୁସନ ଲିମିଟେଡ୍(ଟିପିଡବ୍ଲୁଓଡିଏଲ୍) ପଶ୍ଚିମ ଓଡିଶାର ୪୮,୦୦୦ ବର୍ଗ କିଲୋମିଟର ପରିମିତ ବରଗଡ, ବଲାଙ୍ଗୀର, ଦେଓଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ ସମେତ ୯ଟି ଜିଲ୍ଲାର ଅଧିବାସୀଙ୍କୁ ସେବା ପ୍ରଦାନ କରୁଅଛି ଯାହାକି କର୍ପୋରେଟ ସୋସିଆଲ ରେସପନସିବିଲିଟିର ଅନ୍ତର୍ଗତ।

କଂପାନୀର ସିଏସଆର ଟିମ୍ ଏବଂ ବିବିଧ ନନ୍-ପ୍ରଫିଟ/ ଲାଭବିହୀନ ପାର୍ଟନରସିପ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାନ୍ତି । ବର୍ତ୍ତମାନ ଟିପିଡବ୍ଲୁଓଡିଏଲ ସିଏସଆର ଟିମ୍ ନିମ୍ନୋକ୍ତ କ୍ଷେତ୍ରରେ କାର୍ଯ୍ୟରତ ରହିଛନ୍ତି ।