ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବୁସନ ଲିମିଟେଡ୍(ଟିପିଡବ୍ଲୁଓଡିଏଲ୍) ପଶ୍ଚିମ ଓଡିଶାର ୪୮,୦୦୦ ବର୍ଗ କିଲୋମିଟର ପରିମିତ ବରଗଡ, ବଲାଙ୍ଗୀର, ଦେଓଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ ସମେତ ୯ଟି ଜିଲ୍ଲାର ଅଧିବାସୀଙ୍କୁ ସେବା ପ୍ରଦାନ କରୁଅଛି ଯାହାକି କର୍ପୋରେଟ ସୋସିଆଲ ରେସପନସିବିଲିଟିର ଅନ୍ତର୍ଗତ।
ଷ୍ଟେକହୋଲ୍ଡର ମ୍ୟାନେଜମେଣ୍ଟ ର ପ୍ରମୁଖ ଉପାଦାନ ଲୋକାଲ୍ କମ୍ୟୁନିଟି। ଅପରେସନ ଚାଲିଥିବା ଅଂଚଳର ସମସ୍ତ ପଛୁଆ ବର୍ଗଙ୍କ ସାମାଜିକ ଆବଶ୍ଯକତା ଏବଂ ଚାହିଦା ମେଣ୍ଟେଇବା ଟିପିଡବ୍ଲୁଓଡିଏଲ୍ ର ପ୍ରମୁଖ ଦାୟିତ୍ୱବୋଧ ରେ ସ୍ଥାନିତ। ସମାଜର ସ୍ୱତନ୍ତ୍ର ପଛୁଆବର୍ଗ ଏସି/ଏସଟି ମାନଙ୍କ ସହିତ ସ୍ୱତନ୍ତ୍ର ନାରୀ କୈନ୍ଦ୍ରିକ ସାମାଜିକ ସମସ୍ତ ସେବା ଉପଲବ୍ଧ କରାଇବା ନିମିତ୍ତ ଟିପିଡବ୍ଲୁଓଡିଏଲ ଦାୟିତ୍ୱ ନେଇଥାଏ।
ଖୁବ ଶୀଘ୍ର ଆସୁଅଛି |
ଉପଯୁକ୍ତ ତାଲିମ ପ୍ରୋଗ୍ରାମ ଏବଂ ନିରାପତ୍ତାଭିତ୍ତିକ କାର୍ଯ୍ୟକ୍ରମ ଜରିଆରେ ସେଫଟି ପଲିସି ଏବଂ ସ୍ୱାସ୍ଥ୍ୟ ସଚେତନତାର ଗାଇଡଲାଇନ ପାଳନ କରିବାର ନିଶ୍ଚିତତା ସ୍ରୁଷ୍ଟି କରିବା ସହିତ ଆମର କର୍ମଚାରୀମାନଙ୍କ ହିତାକାଂକ୍ଷୀ ରହିଥାଏ।
ଘନ ଏବଂ ଉଚ୍ଚ ତାପମାନ ଯୁକ୍ତ ସୂର୍ଯ୍ୟାଲୋକକୁ ସଂଗ୍ରହ କରି ଟାଟାପାୱାର ସୋଲାର ଭାରତର ବ୍ରୁହତ୍ତମ ଇଣ୍ଟିଗ୍ରେଟେଡ କଂପାନୀ ରୂପେ ସୌରଶକ୍ତିକୁ ସର୍ବତ୍ର ଉପଲବ୍ଧ କରାଇବା ନିମନ୍ତେ ଲକ୍ଷ୍ୟ ରଖିଛି।
ପରିବେଶ ପରିବର୍ତ୍ତନ ସହିତ ଖାପଖୁଆଇ ଚାଲିବା ପାଇଁ ଶକ୍ତିର କୁଶଳ ବିନିଯୋଗ ଏବଂ କ୍ଲିନ ଏନର୍ଜି /ପ୍ରାକୃତିକ ଶକ୍ତି ଉତ୍ସକୁ ଆପଣେଇବା ନିମନ୍ତେ ଗ୍ରାହକ ତଥା ସମାଜକୁ ପ୍ରୋତ୍ସାହନ ଯୋଗାଇବା ନିମିତ୍ତ ଆମେମାନେ ଦ୍ରୁଢ ପରିକର।