ସସ୍ଟେନବିଲିଟି

ନିରନ୍ତରତା ରିପୋର୍ଟ

ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସର୍ବନିମ୍ନ କ୍ଷତି ପହଞ୍ଚାଇବା ଏବଂ କୁଶଳ ଉର୍ଜ୍ଜାକୁ କାର୍ଯ୍ୟକାରୀ କରି କଂଜ୍ୟୁମର ଏବଂ ସମାଜକୁ କୁଶଳ ଉର୍ଜ୍ଜାକୁ ତଥା କ୍ଲିନ୍ ଏନର୍ଜି ପଦ୍ଧତିକୁ ଉର୍ଜ୍ଜା ବିନିଯୋଗ କ୍ଷେତ୍ରରେ ଆପଣେଇବା ନିମନ୍ତେ ଟିପିଡବ୍ଲୁଓଡିଏଲ୍ ଦ୍ରୁଢତାର ସହ କାର୍ଯ୍ୟ କରୁଅଛି।

ନିରନ୍ତରତା ଇନିସିଏଟିଭ ଗୁଡିକ ଟିପିଡବ୍ଲୁଓଡିଏଲ୍ର ଭିଜନ ଏବଂ ମିଶନ ଅଭିନ୍ନ ଅଟନ୍ତି। ଷ୍ଚେକହୋଲ୍ଡରମାନଙ୍କ ପାଇଁ ସୁନିୟନ୍ତ୍ରିତ ମୂଲ୍ଯ ଉତ୍ପନ୍ନ ଏବଂ କାର୍ବନ ଫୁଟପ୍ରିଣ୍ଟର ମାତ୍ରା ହ୍ରାସ କରିବା ଟିପିଡବ୍ଲୁଓଡିଏଲ୍ ଭିଜନ ଷ୍ଟେଟମେଣ୍ଟ ଅନ୍ତର୍ଗତ।

ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ପ୍ରତିକ୍ରିୟାଶୀଳତା, କୁଶଳ ଉର୍ଜ୍ଜା ଏବଂ ଗ୍ରିନର୍ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ସୁନିୟନ୍ତ୍ରିତ ଉପାୟରେ ଏବଂ ସୁଚାଳନା ଦ୍ୱାରା କ୍ଷତିକୁ ଯଥାସାଧ୍ଯ ହ୍ରାସ ଘଟାଇବା ନିମନ୍ତେ ଟିପିଡବ୍ଲୁଓଡିଏଲ୍ ପ୍ରତିଶ୍ରୁତିବଦ୍ଧ।

ଟିପିଡବ୍ଲୁଓଡିଏଲ୍ ର ପ୍ରମୁଖ ପଦକ୍ଷେପ

କ୍ଲିନ୍ ଏନର୍ଜି ର ପ୍ରଚାରପ୍ରସାର ନିମନ୍ତେ ଏବଂ କଂଜ୍ୟୁମର ମାନଙ୍କୁ ଏହାକୁ ଆପଣେଇବାନିମିତ୍ତଟିପିଡବ୍ଲୁଓଡିଏଲ୍ ବିବିଧ ଯୋଜନା ପ୍ରସ୍ତୁତ କରିଅଛି।

  • ସୋଲାରାଇଜେସନ୍ ଅଫ୍ ଇରିଗେସନ ବୋର୍ ୱେଲ୍ ଏବଂ ମାଇକ୍ରୋ ଗ୍ରୀଡ ଜରିଆରେ ଦୁସାଧ୍ୟ ଅଂଚଳରେ ନିରନ୍ତର ଶକ୍ତି ସେବା ଯୋଗାଇ ଦିଆଯାଉଛି।
  • କ୍ଲବ୍ ଏନର୍ଜି କ୍ୟାଂପେନ୍ ଜରିଆରେ ସ୍କୁଲ ଛାତ୍ରମାନଙ୍କ ମଧ୍ଯରେ ଜଳବାୟୁ ପରିବର୍ତ୍ତନ ନେଇ ସତର୍କତା ଏବଂ ଶକ୍ତି ସଂରକ୍ଷଣର ବାର୍ତ୍ତା ଘରେଘରେ ପହଞ୍ଚିପାରିଛି।
  • ହାତୀମାନଙ୍କରବିଜୁଳିଆଘାତଜନିତମୁତ୍ଯୁନିବାରଣଏବଂସୁରକ୍ଷାନିମନ୍ତେଟିପିଡବ୍ଲୁଓଡିଏଲ୍ଅଧିକଉଚ୍ଚତାବିଶିଷ୍ଟଖୁଣ୍ଟସ୍ଥାପନକରି୫୯ଟିସେକ୍ସନରେମାର୍ଚ୍ଚ୨୦୨୨ସୁଦ୍ଧାଏହାସମାପ୍ତକରିଅଛି।