ନିରନ୍ତରତା

ଲୋକ ପ୍ରାଧାନ୍ୟ

ଟିପିଡବ୍ଲୁଓଡିଏଲ୍ନିଜର ଷ୍ଟେକହୋଲ୍ଡର /ପୁଂଜିନିବେଶକାରୀଙ୍କୁ ପ୍ରାଧାନ୍ୟ ଦେବାସହିତ ଏକ ଧାରା ପ୍ରଣାଳୀରେ ନିରନ୍ତର ଜଡିତ ରହିଥାଏ। ଷ୍ଟେକହୋଲ୍ଡର ଏନଗେଜମେଣ୍ଟ ଏହାର ମୁଖ୍ଯ କୈନ୍ଦ୍ରିକ ଦ୍ରୁଷ୍ଟିପାତ ବିଭାଗ ରହିଥିବା ବେଳେ ଏକ ବିସ୍ତୃତ ପ୍ରଣାଳୀ ଆଧାରିତ ପବ୍ଲିକ ପାର୍ଟିସିପେସନ୍ ରେ ଏହା ସ୍ଥାନ ପାଇଛି। ପ୍ରଭାବଶାଳୀ ଷ୍ଟେକହୋଲ୍ଡର ଏନଗେଜମେଣ୍ଟ ପଦ୍ଧତି ମାଧ୍ୟମରେ ଯୋଗାଯୋଗ ବିସ୍ତାର କରିବା, ଜନତା ଏବଂ ଉପଭୋକ୍ତା ସମର୍ଥନ ଲାଭ କରିବା, ଉପଯୋଗୀ ଡାଟା/ତଥ୍ୟ ଏବଂ ଆଇଡିଆ ବିଶ୍ଲେଷଣ କରିବା, ସମ୍ମାନ ବୃଦ୍ଧି କରିବା ଦ୍ୱାରା ସୁଚିନ୍ତିତ ପଦକ୍ଷେପ ଆଣିବାରେ ସହାୟକ ହୋଇପାରିଛି।

ଆମେମାନେ ଆମର ଷ୍ଟେକହୋଲ୍ଡର / ପୁଂଜିନିବେଶକାରୀଙ୍କ ସହିତ ଜଡିତ ରହିବା ସଂଗେସଂଗେ ସେମାନଙ୍କକ ଚାହିଦା ଏବଂ ପ୍ରାଧାନ୍ଯତା ପ୍ରତି ଦ୍ରୁଷ୍ଟି ରଖି ସିଷ୍ଟମ୍ ଅବଗତ ଧାରା ନିୟୋଜିତ କରିଥାଉ। ଷ୍ଟେକହୋଲ୍ଡର ଏନଗେଜମେଣ୍ଟକୁ ଅଧିକ ଦ୍ରୁଢୀଭୂତ ତଥା ପ୍ରଭାବଶାଳୀ କରିବା ପାଇଁ ଷ୍ଟେକହୋଲ୍ଡର ଚାହିଦା ମୁତାବକ ଏନଗେଜମେଣ୍ଟର ପ୍ରଣାଳୀ ବିଶେଷତା ନିରୂପିତ ହୋଇଥାଏ।

ଲୋକାଲ୍ କମ୍ୟୁନିଟି/ସ୍ଥାନୀୟବାସିନ୍ଦା