ଉପଭୋକ୍ତାକେନ୍ଦ୍ର

ନୂତନ ସଂଯୋଗ

ଟିପିଡବ୍ଲୁଓଡିଏଲ ର ନୂତନ ସଂଯୋଜନା ଲାଭ କରନ୍ତୁ ଅନଲାଇନରେ !

କେବଳ ସ୍ୱଳ୍ପମାତ୍ର ଆଙ୍ଗୁଠି ସ୍ପର୍ଶରେ ଆପଣ ଲାଭ କରିପାରିବେ ଟିପିଡବ୍ଲୁଓଡିଏଲ୍ ର ନୂତନ ବିଦ୍ୟୁତ ସଂଯୋଜନା। ଅନଲାଇନରେ ଦାଖଲ ଏବଂ ତାର ପରବର୍ତ୍ତୀ ପ୍ରକ୍ରିୟାଗୁଡିକ ଖୁବ୍ ତ୍ୱରାନ୍ୱିତ ହୋଇଥାଏ। କୋଭିଡ-୧୯ ମହାମାରୀ ସମୟରେ ଅଫିସ ଆସି ଆବେଦନ କରିବାରୁ କ୍ଷାନ୍ତ ହୁଅନ୍ତୁ ଏବଂ ନିମ୍ନଲିଖିତ ଧାରାଗୁଡିକ ଅନୁସରଣ କରି ନିଜର କାର୍ଯ୍ୟାନୁଷ୍ଠାନ କିମ୍ବା ଘରେ ଅନଲାଇନରେ ଟିପିଡବ୍ଲୁଓଡିଏଲ୍ ସଂଯୋଜନା ଲାଭ କରନ୍ତୁ।

ଓଡିଶାରେ ଟିପିଡବ୍ଲୁଓଡିଏଲ୍ ସହିତ ଏକ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ କିପରି ଆବେଦନ କରିବେ ?

  • ଭିଜିଟ୍ କରନ୍ତୁ ଆମର ୱେବ୍ ସାଇଟ୍ https://www.tpwesternodisha.com/
  • ହୋମ୍ ପେଜ୍ ର କ୍ୱିକ୍ ଲିଂକ୍ ରେ ଥିବା ‘ଆପ୍ଲାଏ ଫର୍ ଏ ନ୍ୟୁ କନେକ୍ସନ’ ରେ କ୍ଲିକ୍ କରନ୍ତୁ କିମ୍ବା ୱେବସାଇଟର କଂଜ୍ୟୁମର ଜୋନ୍ ସେକ୍ସନ ଅନ୍ତର୍ଗତ ‘ନ୍ୟୁ କନେକ୍ସନ’ ରେ କ୍ଲିକ୍ କରନ୍ତୁ।
  • ନିଜର କନେକ୍ସନ ଟାଇପ୍ ଚୟନ କରନ୍ତୁ। ଆପ୍ଲାଏ ଫର୍ ନ୍ୟୁ କନେକ୍ସନ’ ଏଲଟି କନେକ୍ସନ ଅପଟୁ ୫କିଲୋୱାଟ୍ ଏଲଟି ୩ ଫେଜ୍ କନେକ୍ସନ ଏଚଟି କନେକ୍ସନ ଇଏଚଟି କନେକ୍ସନ
  • ନିର୍ଦ୍ଦିଷ୍ଟ ଓଟିପି ଯୋଗେ ନିଜର ମୋବାଇଲ ନମ୍ବରକୁ ପ୍ରଦତ୍ତ ଲିଂକରେ ପଂଜୀକୃତ କରନ୍ତୁ।
  • ଟିପିଡବ୍ଲୁଓଡିଏଲ୍ ର ନୂତନ ସଂଯୋଜନା ପାଇଁ ଅନଲାଇନ୍ ଆବେଦନ ପତ୍ର ପୂରଣ କରନ୍ତୁ।
  • ଦରକାରୀ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ।
  • ଆବେଦନ ପତ୍ର ଦାଖଲ କରନ୍ତୁ।
  • ଆମର ନିରାପଦ ଏବଂ ସୁରକ୍ଷିତ ପେମେଣ୍ଟ ଗେଟୱେ ସିଷ୍ଟମ ମାଧ୍ୟମରେ ଆପଣଙ୍କର ଦେୟ ପ୍ରସ୍ତୁତ କରନ୍ତୁ |
  • ନିଜର ଘର କିମ୍ବା ଅନୁଷ୍ଠାନ ପାଇଁ ଟିପିଡବ୍ଲୁଓଡିଏଲ୍ ଇଲେକ୍ଟ୍ରିସିଟି କନେକ୍ସନ ପାଇଁ ପ୍ରଦତ୍ତ ସରଳ ପଦ୍ଧତି ଆପଣାନ୍ତୁ।

ନୂତନ ସଂଯୋଜନା ପେଜ୍ ବଟନଟି ଅବିକଳ ଡବ୍ଲ୍ୟୁଓଡିଏଲ୍ ପରି। ପ୍ରତ୍ୟେକ ବଟନର ରିଡାଇରେକ୍ଟ୍ ଲିଂକ ନିମ୍ନରେ ପ୍ରଦତ୍ତ।

ଆପ୍ଲାଏ ଫର୍ ନ୍ୟୁ କନେକ୍ସନ’

ଟ୍ରାକ ୟୋର କନେକ୍ସନ ଷ୍ଟାଟସ୍/ନିଜର କନେକ୍ସନ ସମ୍ବନ୍ଧୀୟ ଅନୁସନ୍ଧାନ

ବୈଧାନିକ ଧାରା

କ୍ଲିକ୍ କରନ୍ତୁ। :

କଂଜ୍ୟୁମର ପୋର୍ଟାଲରେ ରେଜିଷ୍ଟର ନିମନ୍ତେ ଭୁଲନ୍ତୁ ନାହିଁ।