ରୋଶ୍ନୀ

ରୋଶ୍ନୀ

ଟିପିଡବ୍ଲୁଓଡିଏଲ୍ଏହାରବ୍ରାଣ୍ଡମାସ୍କଟରୋଶ୍ନୀକୁସ୍ୱାଗତକରିଛି।ସେ ଏକାଧାରରେ ବୁଦ୍ଧିମତୀ, ସ୍ମାର୍ଟ, କ୍ଷଣଚାତୁରୀ ତଥା ରୂପବତୀ କନ୍ଯା। ସେ ଇଲେକ୍ଟ୍ରି ସିଟି ସମ୍ବନ୍ଧୀୟ ସମସ୍ତ ବାର୍ତ୍ତା ବହନ କରେ। ସେଗ୍ରାହକମାନଙ୍କୁନିରାପତ୍ତା,ଇଲେକ୍ଟ୍ରିବିଲରଅନଲାଇନ୍ପୈଠ( ଅନଲାଇନ୍ଯୋଗେବିଜୁଳିବିଲ୍ପୈଠ) , । ସୁଚାଳନା ଏବଂ ନିୟମାବଳୀ ର ବାର୍ତ୍ତାସମୂହ,ଶକ୍ତିସଂରକ୍ଷଣସମ୍ବନ୍ଧୀୟସମସ୍ତସୂଚନାପ୍ରଦାନକରିଥାଏ।

ରୋଶ୍ନୀସମଷ୍ଟିଯୋଗେସଶକ୍ତିକରଣରେବିଶ୍ବାସରଖେ।ସେଏକହାଲକାବ୍ୟଙ୍ଗ ମିଶ୍ରିତଲଳିତକଣ୍ଠରେଆପଣଙ୍କସହବାର୍ତ୍ତାଳାପସହଜରୁରୀବିଷୟଟିଉପସ୍ଥିତରଖିବ।ଆମେବିଶ୍ବାସରଖୁଛୁଆମରଗ୍ରାହକମାନେରୋଶ୍ନୀକୁଖୁବ୍ପସନ୍ଦକରିବେଯିଏକ୍ରମାନ୍ୱୟରେଆପଣଙ୍କଜରୁରୀତଥ୍ଯପ୍ରଦାନକରିବ।ଭାବିନିଅନ୍ତୁସେହିସମୟପାଇଁସେମାର୍ଗଦର୍ଶକା, ସେଆପଣଙ୍କବାନ୍ଧବୀ।