ଭିଜନ୍
ସମସ୍ତ ହିତାଧିକାରୀଙ୍କ ପାଇଁ ମୂଲ୍ୟବୋଧ ସୃଷ୍ଟି କରି ପରିବେଶ ଅନୁକୂଳ ଅଭିନବ ଶକ୍ତି ସମାଧାନ ସହିତ ନିର୍ଭରଯୋଗ୍ୟ, ନିରାପଦ, ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଣ ଯୋଗାଇ ଗ୍ରାହକଙ୍କ ପାଇଁ ପସନ୍ଦିତ ବିଦ୍ୟୁତ ବଣ୍ଟନ କମ୍ପାନୀ ହେବା
ଲକ୍ଷ୍ୟ
- ପରିବେଶ ଉପଯୋଗୀ ନବୀକରଣ ଶକ୍ତିକୁ ପୁଂଜିନିବେଶକାରୀଙ୍କ ନିକଟରେ ଉପଲବ୍ଧ କରିବା
- ଉପଯୁକ୍ତ କାର୍ଯ୍ୟପ୍ରଣାଳୀ ଦ୍ୱାରା ଏଟି ଆଣ୍ଡ ସିର କ୍ଷତିକୁ ଏକ ଅଂକ ବିଶିଷ୍ଟରେ ପରିଣତ କରିବା
- ସଂଯୋଜିତ ଅନ୍ତିମଗ୍ରାହକ ପର୍ଯ୍ୟନ୍ତ ନିରାପତ୍ତା ଏବଂ ଟେକ୍ନୋଲୋଜିର ସୁବନ୍ଦୋବସ୍ତ କରିବା ।
- କର୍ମଚାରୀସଶକ୍ତିକରଣ ଏବଂ କୁଶଳତା ବିକାଶଯୋଗେ ଏକ ଭବିଷ୍ୟମୁଖୀ କାର୍ଯ୍ୟପନ୍ଥା ନିରୂପଣ ।
- ଉପଭୋକ୍ତା କୈନ୍ଦ୍ରିକ ସେବାକୁ ବିକଶିତ କରିବା
- ଏକତା, ବିଶ୍ୱାସ ଏବଂ ସ୍ୱଚ୍ଛ ଭାବନାରେ ଲକ୍ଷ୍ୟ ପୂରଣ କରିବା ।
ମୂଲ୍ୟବୋଧ
- ସେଫଟି- ସମସ୍ତ ବ୍ୟବସାୟିକ ଦ୍ରୁଷ୍ଟିଭଂଗୀଠାରୁ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେବା।
- କେୟାର- ଷ୍ଟେକହୋଲ୍ଡରସ୍,ଆମର କାର୍ଯ୍ୟସ୍ଥଳୀ, ଉପଭୋକ୍ତା,ସେୟାରହୋଲ୍ଜରସ୍ -ଏବଂ ଆମର ଲୋକମାନେ( କର୍ମଚାରୀ ଓ ପାର୍ଟନରସ୍)/ସହଯୋଗୀଗଣ
- ଏଜିଲିଟି- ଦ୍ରୁତ ପ୍ରତିକ୍ରିୟାଯୁକ୍ତ ଏବଂ ଉତ୍ପାଦକ୍ଷମତା ସହିତ କର୍ମଚାରୀ ସଶକ୍ତିକରଣ, ସହଯୋଗିତା ସହ ସଫଳତାର ସହ ସଂପାଦନ।
- ଲର୍ଣ୍ଣିଂ- ଭବିଷ୍ୟମୁଖୀ କୁଶଳତା,ଅଧ୍ୟୟନ ତଥା ଟ୍ରେନିଂ ଜରିଆରେ ସମାପିତ। ଅଧିକରୁ ଅଧିକ ଇ- ଲର୍ଣ୍ଣିଂ ର ବ୍ୟବସ୍ଥା ଲାଗୁ ହେଉଛି।
- ଏଥିକ୍ସ୍- ସର୍ବାନୁମୋଚିତ ନିୟମଧାରା ଇଣ୍ଟିଗ୍ରିଟି ଏବଂ ଅନ୍ତର୍ଗତ ବିଶିଷ୍ଟ।