କର୍ପୋରେଟ

ଲକ୍ଷ୍ୟ, ମିଶନ୍ ଏବଂ ମୂଲ୍ୟ

ଭିଜନ୍

ସମସ୍ତ ହିତାଧିକାରୀଙ୍କ ପାଇଁ ମୂଲ୍ୟବୋଧ ସୃଷ୍ଟି କରି ପରିବେଶ ଅନୁକୂଳ ଅଭିନବ ଶକ୍ତି ସମାଧାନ ସହିତ ନିର୍ଭରଯୋଗ୍ୟ, ନିରାପଦ, ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଣ ଯୋଗାଇ ଗ୍ରାହକଙ୍କ ପାଇଁ ପସନ୍ଦିତ ବିଦ୍ୟୁତ ବଣ୍ଟନ କମ୍ପାନୀ ହେବା

ଲକ୍ଷ୍ୟ

  • ପରିବେଶ ଉପଯୋଗୀ ନବୀକରଣ ଶକ୍ତିକୁ ପୁଂଜିନିବେଶକାରୀଙ୍କ ନିକଟରେ ଉପଲବ୍ଧ କରିବା
  • ଉପଯୁକ୍ତ କାର୍ଯ୍ୟପ୍ରଣାଳୀ ଦ୍ୱାରା ଏଟି ଆଣ୍ଡ ସିର କ୍ଷତିକୁ ଏକ ଅଂକ ବିଶିଷ୍ଟରେ ପରିଣତ କରିବା
  • ସଂଯୋଜିତ ଅନ୍ତିମଗ୍ରାହକ ପର୍ଯ୍ୟନ୍ତ ନିରାପତ୍ତା ଏବଂ ଟେକ୍ନୋଲୋଜିର ସୁବନ୍ଦୋବସ୍ତ କରିବା ।
  • କର୍ମଚାରୀସଶକ୍ତିକରଣ ଏବଂ କୁଶଳତା ବିକାଶଯୋଗେ ଏକ ଭବିଷ୍ୟମୁଖୀ କାର୍ଯ୍ୟପନ୍ଥା ନିରୂପଣ ।
  • ଉପଭୋକ୍ତା କୈନ୍ଦ୍ରିକ ସେବାକୁ ବିକଶିତ କରିବା
  • ଏକତା, ବିଶ୍ୱାସ ଏବଂ ସ୍ୱଚ୍ଛ ଭାବନାରେ ଲକ୍ଷ୍ୟ ପୂରଣ କରିବା ।

ମୂଲ୍ୟବୋଧ

  • ସେଫଟି- ସମସ୍ତ ବ୍ୟବସାୟିକ ଦ୍ରୁଷ୍ଟିଭଂଗୀଠାରୁ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେବା।
  • କେୟାର- ଷ୍ଟେକହୋଲ୍ଡରସ୍,ଆମର କାର୍ଯ୍ୟସ୍ଥଳୀ, ଉପଭୋକ୍ତା,ସେୟାରହୋଲ୍ଜରସ୍ -ଏବଂ ଆମର ଲୋକମାନେ( କର୍ମଚାରୀ ଓ ପାର୍ଟନରସ୍)/ସହଯୋଗୀଗଣ
  • ଏଜିଲିଟି- ଦ୍ରୁତ ପ୍ରତିକ୍ରିୟାଯୁକ୍ତ ଏବଂ ଉତ୍ପାଦକ୍ଷମତା ସହିତ କର୍ମଚାରୀ ସଶକ୍ତିକରଣ, ସହଯୋଗିତା ସହ ସଫଳତାର ସହ ସଂପାଦନ।
  • ଲର୍ଣ୍ଣିଂ- ଭବିଷ୍ୟମୁଖୀ କୁଶଳତା,ଅଧ୍ୟୟନ ତଥା ଟ୍ରେନିଂ ଜରିଆରେ ସମାପିତ। ଅଧିକରୁ ଅଧିକ ଇ- ଲର୍ଣ୍ଣିଂ ର ବ୍ୟବସ୍ଥା ଲାଗୁ ହେଉଛି।
  • ଏଥିକ୍ସ୍- ସର୍ବାନୁମୋଚିତ ନିୟମଧାରା ଇଣ୍ଟିଗ୍ରିଟି ଏବଂ ଅନ୍ତର୍ଗତ ବିଶିଷ୍ଟ।